୨୦୨୨ରେ ବି ସରିବନି ଜାଇକା ପ୍ରକଳ୍ପ : ଟେଷ୍ଟିଂ ପାଇଁ ଲାଗିବ ଏକ ବର୍ଷରୁ ଅଧିକ

କଟକ: ଜାଇକା ଯନ୍ତ୍ରଣାରୁ ସହରବାସୀଙ୍କୁ ନିକଟରେ ନିସ୍ତାର ମିଳିବାର ନାହିଁ। ବିଭଗୀୟ ଯନ୍ତ୍ରୀ ଏକଥା ସ୍ବୀକାର କରୁଛନ୍ତି। ୨୦୨୨ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ୨୦୨୩ରେ ବି ଏହା ସରିବାର କୌଣସି ଗ୍ୟାରେଣ୍ଟି ଦେଇପାରୁନାହାନ୍ତି କର୍ତ୍ତୃପକ୍ଷ। ୨୦୧୩ରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ୮ ବର୍ଷ ହେବ ଚାଲିଥିବା ବେଳେ ସହର ମଧ୍ୟରେ ପାଇପ୍‌ ବିଛା ଓ ଚ୍ୟାମ୍ବର୍‌ କାମ ସହିତ ବର୍ଜ୍ୟଜଳ ନିଷ୍କାସନର ଟେଷ୍ଟିଂ … Continue reading ୨୦୨୨ରେ ବି ସରିବନି ଜାଇକା ପ୍ରକଳ୍ପ : ଟେଷ୍ଟିଂ ପାଇଁ ଲାଗିବ ଏକ ବର୍ଷରୁ ଅଧିକ